ଧମକ ମିଳିବା ପରେ ‘ଦି କେରଳ ଷ୍ଟୋରୀ’ର କ୍ରିୟୁ ସଦସ୍ୟଙ୍କୁ ମିଳିଲା ସୁରକ୍ଷା

ନୂଆଦିଲ୍ଳୀ: ବିବାଦୀୟ ଫିଲ୍ମ ‘ଦି କେରଳ ଷ୍ଟୋରୀ’ର କ୍ରିୟୁ ସଦସ୍ୟଙ୍କୁ ଏହି ଫିଲ୍ମରେ କାର୍ଯ୍ୟ କରିଥିବା ହେତୁ ଧମକ ମିଳିଛି ବୋଲି ଏକ ରିପୋର୍ଟ ପ୍ରକାଶ ପାଇଥିଲା।

Read more