ଭକ୍ତଙ୍କ ଆକୁଳ ନିବେଦନ, ଖୋଲିଦିଅ ଚାରିଦ୍ୱାର

ପୁରୀ: ଖୋଲିଦିଅ ଚାରିଦ୍ୱାର। ବାରମ୍ବାର ଭକ୍ତଙ୍କ ଆକୁଳ ନିବେଦନ, ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନର ଆନ୍ଦୋଳନ ସତ୍ତ୍ୱେ ଚେତିଲେନି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର।

Read more