ବିଶିଷ୍ଟ ବାନ୍ଧଶିଳ୍ପୀ ଚତୁର୍ଭୁଜ ମେହେରଙ୍କ ଦ୍ଵାରା ତିଆରି ଶାଢ଼ି କିଣିଲେ ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତ ସମୟରେ ଗତକାଲି କେତେକ ଶାଢ଼ି କିଣିଛନ୍ତି। ରାଜଧାନୀର ମେହେର୍ସ ଶାଢ଼ି ସୋ ରୁମର ମ୍ୟାନେଜର କିଶୋର

Read more