ପାଞ୍ଚ ପଞ୍ଚାୟତକୁ ଗିଳିଦେବ ସମୁଦ୍ର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ ପ୍ରତି ମାଡ଼ି ଆସୁଛି ସମୁଦ୍ର ବିପଦ। ଶିଆଳି ନିକଟରେ ସମୁଦ୍ରର ବାରମ୍ବାର ତାଣ୍ଡବ, ଲୋକଙ୍କ ପାଇଁ ଏବେ ଆତଙ୍କର କାରଣ

Read more