ଉପର ଅଧିକାରୀଙ୍କ ମାଡ଼ରେ ତଳିଆ କର୍ମଚାରୀ ଆହତ

ସଇଁନ୍ତଲା, ଡ୍ୟୁଟି ସମୟ ପରିବର୍ତ୍ତନ କରିବାକୁ ଗୁହାରି କରିବାରୁ ମାଡ଼ ଖାଇ ଗୁରୁତର ହୋଇଛନ୍ତି ଜଣେ କର୍ମଚାରୀ l ବଲାଙ୍ଗୀର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ

Read more