୫୦ ହଜାରରେ ବିକ୍ରି ହେବ ରଥ ଚକ

ବିକ୍ରି ହେବ ଶ୍ରୀଜିଉଙ୍କ ରଥର ଚକ । ଦୀର୍ଘ ୫ବର୍ଷ ପରେ ପୁଣି ଥରେ ରଥ ଚକ ବିକ୍ରି ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ ।

Read more