ସାମ୍ବାଦିକତା ପେଶା ପାଇଁ ଲୋଡାନାହିଁ କୌଣସି ନିର୍ଦ୍ଧିଷ୍ଠ ଯୋଗ୍ୟତ: ଦିଲ୍ଲୀ ହାଇକୋର୍ଟ

ଭାରତର ପ୍ରମୁଖ ସାମ୍ବାଦିକତା ଶିକ୍ଷାନୁଷ୍ଠାନ ଆଇଆଇଏମସିର ମହା ନିର୍ଦ୍ଦେଶକ ପ୍ରଫେସର ସଞ୍ଜୟ ଦ୍ୱିବେଦୀଙ୍କ ଯୋଗ୍ୟତାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ।

Read more