ହର୍‌ ଘର୍‌ ତ୍ରିରଙ୍ଗା: ଜାଣି ରଖନ୍ତୁ ପତାକା ଉଡ଼ାଇବାର ନିୟମ ଏବଂ କ’ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର

‘ଆଜାଦୀର ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ସାରା ଦେଶରେ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ୧୧ରୁ ୧୭ ଅଗଷ୍ଟ ଆୟୋଜିତ ହେଉଛି ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନ।

Read more