ମଙ୍କିପକ୍ସ ଟୀକାକରଣ ପାଇଁ ନ୍ୟୁୟର୍କରେ ଲୋକଙ୍କର ଲାଗିଲା ଲମ୍ୱା ଧାଡ଼ି

ନ୍ୟୁୟର୍କ ୧୮/୦୭: ରବିବାର (ଜୁଲାଇ ୧୭) ନ୍ୟୁୟର୍କର ନାଗରିକମାନେ ଏକ ଲମ୍ୱା ଧାଡ଼ିରେ ମଙ୍କିପକ୍ସ ବିରୋଧି ଟୀକାକରଣ ପାଇଁ ଛିଡ଼ା ହୋଇଥିଲେ। ଆମେରିକାର ଏହି ସହର ଏବେ ମଙ୍କିପସକ୍ସର

Read more