ବାହାନଗା ସ୍କୁଲ୍‌ରେ ହେବ ଶୁଦ୍ଧିକରଣ

ବାହାନଗା ସ୍କୁଲ୍‌ରେ ହେବ ଶୁଦ୍ଧିକରଣ । ଦୁର୍ଘଟଣାସ୍ଥଳ ନିକଟରେ ଥିବା ବାହାନଗା ସ୍କୁଲ ପାଲଟିଥିଲା ଶବାଗାର । ମୃତ ବ୍ୟକ୍ତିଙ୍କ ମର ଶରୀର ସ୍କୁଲରେ ରଖାଯାଇଥିଲା ।

Read more