ମେଳାରେ ଚାଲିଛି ଜୁଆ ଖେଳ, ନୀରବଦ୍ରଷ୍ଟା ପ୍ରଶାସନ

ଜଳେଶ୍ୱର ୨୧/୧୦: ଚାଲିଛି ଜୁଆ ଖେଳ, ସବୁ ଦେଖି ନୀରବଦ୍ରଷ୍ଟା ପ୍ରଶାସନ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଯାମକୁଣ୍ଡା ଫାଣ୍ଡି ଅଧିନସ୍ଥ ରତେଇ ମେଳାରେ ।

Read more