ନ୍ୟୁୟର୍କକୁ ୩ୟ ସ୍ଥାନରେ ରଖି ବିଶ୍ବର ସବୁଠୁ ବ୍ୟୟବହୁଳ ସହର ତାଲିକାର ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଲେ ଏ ୨ଟି ସହର

ହଂକଂ: ଚଳିତ ବର୍ଷ ସିଙ୍ଗାପୁର ଓ ସ୍ବିଜର୍‌ଲାଣ୍ଡ୍‌ର ଜ୍ୟୁରିକ୍‌ ସହର ବିଶ୍ବର ସବୁଠୁ ବ୍ୟୟବହୁଳ ସହର ମାନ୍ୟତା ପାଇଥିବା କଥା ଆଜି ‘ଦି ଇକୋନମିଷ୍ଟ୍‌ ଇଣ୍ଟେଲିଜେନ୍‌ସ୍‌ ୟୁନିଟ୍‌’

Read more