ଏପ୍ରିଲ ୧ରୁ ସୋରୁମରେ ଦେଖିବାକୁ ମିଳିବନି ଏସବୁ କାର

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧ରୁ ଅଟୋମୋବାଇଲ ଶିଳ୍ପରେ ନୂତନ ନିୟମ ଲାଗୁ ହେତୁ କାର ନିର୍ମାତାମାନେ କମ୍ ଚାହିଦା ଥିବା ମଡେଲଗୁଡିକୁ ବନ୍ଦ କରିବାକୁ ଯାଉଛନ୍ତି |

Read more