ଏମିତି ଚାଲିଛି ମ୍ୟାଲେରିଆ ମୁକାବିଲା: ୫ବର୍ଷ ହେଲା ଖାଲିପଡ଼ିଛି ଅତିରିକ୍ତ ନିର୍ଦେଶକ ପଦବି

ଭୁବନେଶ୍ବର : ଚଳିତବର୍ଷ ରାଜ୍ୟରେ ମ୍ୟାଲେରିଆ ପୁଣିଥରେ ମୁଣ୍ଡ ଟେକିବା ଆରମ୍ଭ କଲାଣି। ଗତବର୍ଷ ମେ’ ମାସ ତୁଳନାରେ ଚଳିତବର୍ଷ ଆକ୍ରାନ୍ତଙ୍କ ସଂଖ୍ୟାରେ ଶତ ପ୍ରତିଶତ ବୃଦ୍ଧି

Read more