ସରକାରୀ ଅର୍ଥ ହେରଫେର୍‌ ମାମଲା: ତତ୍କାଳୀନ ଗଜପତି ଜିଲ୍ଲାପାଳଙ୍କ ସମେତ ୩ ନିର୍ଦ୍ଦୋଷ

ବ୍ରହ୍ମପୁର: ଗଜପତି ଜିଲ୍ଲାରେ ହୋଇଥିବା ସରକାରୀ ଅର୍ଥ ହେରଫେର୍‌ ମାମଲାର ବିଚାରଣା ପରେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ ଦୀର୍ଘ ୨୫ବର୍ଷ ପରେ ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି।

Read more