ଏସ୍‌ଟିଏଫ୍‌ ପଞ୍ଝାରେ ବାଘଛାଲ ବେପାରୀ, ତିନି ଗିରଫ

ଭୁବନେଶ୍ୱର ୧୬।୧୦ :  ଏସ୍‌ଟିଏଫ୍‌ ପଞ୍ଝାରେ ବାଘଛାଲ ବେପାରୀ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା କୋଲାବିରା ମାଳିଧି ଛକ ନିକଟରୁ ତିନି ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌

Read more