୨୨ରେ ୩ ନୂଆ ମନ୍ତ୍ରୀ ନେବେ ଶପଥ! ଲୋକସେବା ଭବନରେ ହେବ ସମାରୋହର ଆୟୋଜନ

ଭୁବନେଶ୍ବର: ରାଜ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଭିତରେ ବଡ ଖବର ଆସିଛି। ଆସନ୍ତା ୨୨ ତାରିଖ ଦିନ ନବୀନ ସରକାରଙ୍କ ନୂଆ ମନ୍ତ୍ରୀମାନେ ଶପଥ ନେବେ।

Read more