ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା; ୩ ଜଣଙ୍କ ମୃତ୍ୟୁ

ରାଇରଙ୍ଗପୁର/ଘାଗରବେଡ଼ା: ସଡକ ସୁରକ୍ଷା ସପ୍ତାହ ପାଳନର ୭ ଦିନ ନପୂରୁଣୁ ମୟୂରଭଂଜ ଜିଲ୍ଲାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ଆଜି ସନ୍ଧ୍ୟାରେ ଜିଲ୍ଲାର ଘାଗରବେଡା ଥାନା ଅର୍ନ୍ତଗତ

Read more