ବିଜାଖମନ ଜଙ୍ଗଲରେ ବୁଲୁଛନ୍ତି ବାଘ; ୨ ମେଣ୍ଢାକୁ ମାରି ଖାଇଲେ

କୋମନା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସଦର ମହକୁମା ଅଞ୍ଚଳର ବିଜାଖମନ ଜଙ୍ଗଲରେ ଦୁଇଟି ଚିତାବାଘ ବୁଲୁଥିବା ଖବର ଜଣାପଡ଼ିବା ପରେ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ଗତ

Read more