ଜୀବନକୁ ଖାତିର ନକରି ଉଚ୍ଛୁଳା ନଦୀକୁ ୨୦୦ରୁ ଅଧିକ ଲୋକେ ଡେଇଁ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେଲେ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜବଲପୁରରେ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଯାତ୍ରା ଉଚ୍ଛୁଳା ନର୍ମଦା ନଦୀରେ ହୋଇଥିବା ଦେଖିବାକୁ ମିଳିଛି। ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ

Read more