ପୂରଣ ହେଲା ମାନସିକ: ତିରୁମାଲା ଭେଙ୍କଟେଶ୍ୱରଙ୍କୁ ୩ କୋଟିର ରତ୍ନ ଜଡିତ ସୁନା ହାତ ଦାନ କଲେ ଭକ୍ତ, ଗୋପନ ରଖିଲେ ପରିଚୟ

ତିରୁମାଲା ୧୦/୧୨ : ତିରୁମାଲା ପ୍ରାଚୀନ ପାହାଡ ମନ୍ଦିରରେ ଭେଙ୍କଟେଶ୍ୱରଙ୍କ ହାତକୁ ସଜାଇବାକୁ ଜଣେ ଭକ୍ତ ଶୁକ୍ରବାର ଦିନ ରତ୍ନ ଜଡିତ ସୁନା ହାତ ଦାନ କରିଛନ୍ତି।

Read more