ତିରୁପତି ମନ୍ଦିର ସମ୍ପତ୍ତି ଘୋଷଣା କଲା ବୋର୍ଡ: ୧୦.୩ ଟନ ସୁନା ସହ ଅଛି ୧୬ କୋଟିରୁ ଅଧିକ ନଗଦ ଜମା ରାଶି

ହାଇଦ୍ରାବାଦ; ତିରୁପତି ମନ୍ଦିରର ସମ୍ପତ୍ତି ଘୋଷଣା କଲା ମନ୍ଦିର ଟ୍ରଷ୍ଟ ବୋର୍ଡ ତିରୁମାଲା ତିରୁପତି ଦେବସ୍ଥାନମସ(ଟିଟିଡି)। ମନ୍ଦିର ପାଖରେ ଥିବା ସୁନା ଓ ସମସ୍ତ ଜମା ରାଶି ସମ୍ପର୍କରେ

Read more