ପ୍ରଥମ ଥର ସଂଖ୍ୟାଲଘୁ ହେବେ କୋଲକାତା ମେୟର, ଫିରହାଦ ହକିମଙ୍କୁ ନେତା ମନୋନୀତ କଲେ TMC କର୍ପୋରେଟର

କୋଲକାତା ୨୩।୧୨: ସ୍ୱାଧୀନତାର ଦୀର୍ଘ ୭୫ ବର୍ଷ ପରେ ପ୍ରଥମଥର ଜଣେ ମୁସଲମାନ ସଂଖ୍ୟାଲଘୁ କୋଲକାତାର ମେୟର ହେବାକୁ ଯାଉଛନ୍ତି। ଗୁରୁବାର ତୃଣମୂଳ କଂଗ୍ରେସ କର୍ପୋରେଟରମାନେ ଦଳର ବରିଷ୍ଠ

Read more