ଉଚ୍ଚ ରକ୍ତଚାପ ରହିବ ନିୟନ୍ତ୍ରରରେ, କେବଳ ଡାଏଟରେ କରନ୍ତୁ ଏହି ପରିବର୍ତ୍ତନ

ଆଜିକାଲି ଖାଦ୍ୟ ଏବଂ ଅବହେଳିତ ଜୀବନଶୈଳୀ ହେତୁ ରକ୍ତଚାପ, ସର୍କରା ଏବଂ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହେଉଛି। ଉଚ୍ଚ ରକ୍ତଚାପ ହୃଦୟକୁ କ୍ଷତି ପହଞ୍ଚାଏ, ହୃଦଘାତର ଆଶଙ୍କାବଢିଯାଏ।

Read more