ଆଜି ରଥ ଭାଙ୍ଗି ରାଗ ଶୁଝାଇବେ ମା’ ମହାଲକ୍ଷ୍ମୀ

ପୁରୀ୧୬/୦୭: ଆଜି ପବିତ୍ର ହେରାପଞ୍ଚମୀ ରଥ ଭାଙ୍ଗିବେ ମାଆ ମହାଲକ୍ଷ୍ମୀ । ଗୁଣ୍ଡିଚାଘରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରାଗରେ ଭାଙ୍ଗିବେ ନନ୍ଦିଘୋଷ ରଥା ।

Read more