ଆଜି ରାଜ୍ୟର ଦୀର୍ଘତମ ଫ୍ଲାଏ ଓଭରବ୍ରିଜର ଉଦଘାଟନ

ଆଜି ଓଡ଼ିଶାର ଦୀର୍ଘତମ ଫ୍ଲାଏ ଓଭରବ୍ରିଜର ଉଦଘାଟନ ହେବ । କେନ୍ଦୁଝର ଜିଲ୍ଲା ଯୋଡାଠାରେ ଉଦଘାଟିତ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଦୀର୍ଘତମ ଫ୍ଲାଏ ଓଭରବ୍ରିଜ୍ ।

Read more