ଟୋକିଓରୁ ଭାରତ ଫେରିଲେ ମିରାବାଇ, ବିମାନବନ୍ଦରରେ ହେଲା ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ: ଟୋକିଓରୁ ଫେରିଲେ ମିରାବାଇ । ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ମିରାବାଇ ଚାନୁ ଦିଲ୍ଲୀରେ ପହଞ୍ଚିଛନ୍ତି । ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା

Read more