ଜାଭେଲିନ୍‌ରେ ଚମକିଲେ ନୀରଜ, ଦମଦାର ପ୍ରଦର୍ଶନ କରି ଫାଇନାଲରେ କଲେ ଏଣ୍ଟ୍ରି

ଟୋକିଓ: ଅଲିମ୍ପିକ୍ସର ଦ୍ବାଦଶ ଦିବସରେ ଭାରତୀୟ ଦଳର ଶାନଦାର ଆରମ୍ଭ। ପୁରୁଷ ବର୍ଗ ଜାଭେଲିନ୍‌ ଥ୍ରୋ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରିଛନ୍ତି ନୀରଜ ଚୋପ୍ରା।

Read more