IT ଟାୱାର ପରିଦର୍ଶନ କଲେ ୫-ଟି ସଚିବ, ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା

ଭୁବନେଶ୍ୱର ୨୨/୦୮: IT ଟାୱାର ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ସତ୍ୟନଗର ଏବଂ ଓ ହବ୍‌ରେ ବିଏମ୍ସିର ନୂତନ ବିଲ୍ଡିଂ ପରିଦର୍ଶନ କରିଛନ୍ତି

Read more