ମଧ୍ୟପ୍ରଦେଶରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଭୋପାଳ: ମଧ୍ୟପ୍ରଦେଶରେ ସୋମବାର ଏକ ମାଲବାହୀ ଟ୍ରେନର କେତେକ ବଗି ଲାଇନଚ୍ୟୁତ ହୋଇଛି । ଭୋପାଳରୁ ଇଟାର୍ସି ଅଭିମୁଖେ ଯାଉଥିବା ଏହି ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା।

Read more