ଜୟନାରାୟଣଙ୍କ ସରକାରୀ ବାସଭବନ ସମ୍ମୁଖରେ କିନ୍ନର ସମାଜ ପକ୍ଷରୁ ଜୋରଦାର ବିକ୍ଷୋଭ

କ୍ଷମା ଓ ଇସ୍ତଫା ଦାବିରେ ବିରୋଧୀ ଦଳ ନେତା ଜୟ ନାରାୟଣଙ୍କ ଘର ଘେରିଲେ କିନ୍ନର। ବହୁ ସଂଖ୍ୟାରେ କିନ୍ନର ଭୁବନେଶ୍ୱର ସ୍ଥିତ ତାଙ୍କ କ୍ୱାର୍ଟର ସାମ୍ନାରେ

Read more