ପୁଇଁତଳାରେ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ସକାଳେ କଳାପତାକା, ସନ୍ଧ୍ୟାରେ ଅଣ୍ଡାମାଡ

ସକାଳେ କଳାପତାକା, ସନ୍ଧ୍ୟାରେ ଅଣ୍ଡାମାଡ । ଗତକାଲିର ଦିନ ଏପରି ଥିଲା ଲୋଇସିଂହାର ବିଧାୟକ ମୁକେଶ ମହାଲିଙ୍ଗଙ୍କ ସହିତ । ପୂର୍ବାହ୍ନରେ ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ଭାଲେର-କୁରୁଲ

Read more