ରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଗର୍ଜନ: ନିଜର ଧର୍ମ, ସଂସ୍କୃତିର ସୁରକ୍ଷା ଦାବିରେ ବିଶାଳ ଶୋଭାଯାତ୍ରା

ରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଗର୍ଜନ । ଭୁବନେଶ୍ୱରରେ ଓଡ଼ିଶା ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ଶୋଭାଯାତ୍ରା । ୩ଟି ସ୍ଥାନରୁ ସେମାନେ ରାଲି କରିଛନ୍ତି

Read more