ଆଜି ଶ୍ରୀଜିଉଙ୍କ ତ୍ରିବିକ୍ରମ ବେଶ

ପୁରୀ ୧୭।୧୧: ଆଜି ପବିତ୍ର ମହାକାର୍ତ୍ତିକ ମାସର ତ୍ରୟୋଦଶୀ ତିଥି । ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ।

Read more