ମୋତେ ମଙ୍ଗଳବାର ଗିରଫ କରାଯିବ : ଟ୍ରମ୍ପ୍

ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ୨୦୧୬ ନିର୍ବାଚନ ପୂର୍ବରୁ ଜଣେ ତାରକାଙ୍କୁ ଟଙ୍କା ଲୁଚାଇବା ଅଭିଯୋଗରେ ତାଙ୍କୁ ମଙ୍ଗଳବାର ଗିରଫ କରାଯିବ

Read more