ସୋୟାବିନ୍ ତରକାରୀ ଖାଇବା ହେଲା କାଳ: ୧୨ ଛାତ୍ରଛାତ୍ରୀ ଅସୁସ୍ଥ

ନୀଳଗିରି ୦୧/୦୪: ସୋୟାବିନ୍ ତରକାରୀ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ବାଲେଶ୍ଵର ଜିଲ୍ଲା ନୀଳଗିରି-ସାଇଗଣେଷ ଟିଉଟରିଆଲରେ ନିମ୍ନମାନର ଖାଦ୍ୟ ଖାଇ ୧୨ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି ।

Read more