ଶ୍ରୀମନ୍ଦିରରେ ପୁଣି ଅଘଟଣ: ଗରମ ଡାଲି ପଡ଼ି ୨ ଜଣ ବୋଝିଆ ଆହତ

ପୁରୀ: ଶ୍ରୀମନ୍ଦିରରେ ଶନିବାର ଅପରାହ୍‌ଣରେ ଅଘଟଣ ଘଟିଛି। ମନ୍ଦିର ଭିତରେ ଗରମ ଡାଲି ପଡ଼ି ୨ ଜଣ ବୋଝିଆ ଆହତ ହୋଇଛନ୍ତି। ଆହତମାନେ ହେଲେ ପୁପି ପ୍ରଧାନ

Read more