ପୋଖରୀରେ ବୁଡ଼ିଗଲେ ୨ ଶିଶୁ; ବାଳକ ମୃତ, ବାଳିକା ଗୁରୁତର

ଠାକୁରମୁଣ୍ଡା: ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମିଟୁଆଣୀ ଗ୍ରାମର ଖେଡ଼ିଆପୋଷି ଗ୍ରାମରେ ଗୁରୁବାର ଅପରାହ୍ନରେ ପୋଖରୀରେ ବୁଡ଼ି ଜଣେ ୪ ବର୍ଷ ବୟସର ବାଳକର ମୃତ୍ୟୁ ହୋଇଛି।

Read more