କିରଣ ଲାଇଟ୍‌ ହାଉସରେ ଅଗ୍ନିକାଣ୍ଡ, ୨ ଗୁରୁତର

ବ୍ୟାସନଗର: ଯାଜପୁର ଜିଲ୍ଲା ବ୍ୟାସନଗର ଡାକବଙ୍ଗଳା ଛକ ପ୍ରଧାନ ଟେଣ୍ଟ ହାଉସ୍ ନିକଟରେ ଥିବା କିରଣ ଲାଇଟ ହାଉସରେ ଆଜି ସନ୍ଧ୍ୟାରେ ବିଦ୍ୟୁତ୍‌ ସଟ୍‌ସର୍କିଟରୁ ଅଗ୍ନିକାଣ୍ଡ ଘଟିଛି।

Read more