ମାଟ୍ରିକ୍‌ ପରୀକ୍ଷା ଦେବା ପରିବର୍ତ୍ତେ ବାହା ହୋଇଗଲେ ଦୁଇ ଛାତ୍ରୀ

ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ। ହେଲେ ପରୀକ୍ଷା ଦେଲେ ନାହିଁ। ବୁଝିଲା ବେଳକୁ ସେମାନେ ବାହା ହୋଇଗଲେଣି। ଏପରି ଅଭିଯୋଗ ଆସିଛି ବାଲେଶ୍ୱର

Read more