ମାଳିପଦର ଜଙ୍ଗଲରେ ଏନ୍‌କାଉଣ୍ଟର, ଏସ୍‌ଓଜି ଗୁଳିରେ ୨ ନକ୍ସଲ ନିହତ

କୋରାପୁଟ ୧୧।୧୧ : ଏସ୍‌ଓଜି ଯବାନ ଓ ନକ୍ସଲ ମୁହାଁମୁହିଁ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ମାଳିପଦର ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି ନକ୍ସଲ ଓ ଏସ୍‌ଓଜି ।

Read more