ୟୁସିସି ଏକ ସାମ୍ପ୍ରଦାୟିକ ଅସ୍ତ୍ର, ଏହା ମୁସଲିମ ବିରୋଧୀ : ୟେଚୁରୀ

କୋଚି : ସାରା ଦେଶରେ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି)କୁ ନେଇ ଚାଲିଥିବା ବିତର୍କ  ଚାଲିଥିବାବେଳେ  ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)  ପକ୍ଷରୁ ତାହାକୁ ବିରୋଧ କରାଯାଇଛି

Read more