ଯୁଦ୍ଧରେ ୧୬,୬୦୦ ରୁଷ ସୈନିକଙ୍କ ମୃତ୍ୟୁ, ୟୁକ୍ରେନ ମିଡିଆର ଦାବି

ନୂଆଦିଲ୍ଲୀ, ୨୭।୦୩ :  ଯୁଦ୍ଧରେ ଯିଏ ବି ବିଜୟୀ ହେଉ, ପରାଜିତ ହୁଏ ମଣିଷ। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ଏକ ମାସରୁ ଅଧିକ ଦିନ ହୋଇଛି।

Read more