ୟୁକ୍ରେନର ସ୍କୁଲ ଉପରେ ରୁଷର ଭୀଷଣ ବୋମାମାଡ, ୬୦ ଜଣ ମୃତ ଆଶଙ୍କା

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି। ଏବେ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିଛି ରୁଷ। ସଂପ୍ରତି ଯୁଦ୍ଧର କେନ୍ଦ୍ର ସ୍ଥଳ ପାଲଟିଛି ପୂର୍ବ ୟୁକ୍ରେନ।

Read more