ଋଷ ବିରୋଧରେ ମୈଦାନକୁ ଆସିଲେ ୟୁକ୍ରେନର ମହିଳା ସାଂସଦ, ବନ୍ଧୁକ ଧରି କହିଲେ ରୁଷ ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ ୨୬/୦୨: ଆଜି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ତୃତୀୟ ଦିନ । ଗୋଟିଏ ପଟେ ଋଷର ସୈନ୍ୟମାନେ ଧୀରେ ଧୀରେ ଆଗକୁ ବଢୁଛନ୍ତି ।

Read more