କାବୁଲରୁ ୟୁକ୍ରେନ ବିମାନ ଅପହରଣ! ଅସ୍ତ୍ରଶସ୍ତ୍ର ଧରିଥିବା କିଛି ଅଜ୍ଞାତ ବ୍ୟକ୍ତି ବିମାନକୁ ଅପହରଣ କରିଥିବା ସୂଚନା

କାବୁଲ: ଅପହରଣ ହେଲା ୟୁକ୍ରେନ ବିମାନ। କାବୁଲକୁ ଯୁକ୍ରେନବାସୀଙ୍କୁ ନେବାକୁ ଆସିଥିବା ଏକ ବିମାନ ଅପହରଣ ହୋଇଥିବା ନେଇ ୟୁକ୍ରେନ ଦାବି କରିଥିଲା। ହେଲେ ଏବେ ନିଜ

Read more