ୟୁକ୍ରେନରେ ୧୮ ରୁ ୬୦ ବର୍ଷ ବୟସଙ୍କ ଦେଶ ଛାଡିବା ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ ୨୫/୦୨: ଋଷ ଏବଂ ୟୁକ୍ରେନରେ ଜାରି ରହିଛି ଘମାଘୋଟ ଲଢେଇ । ଗୁରୁବାରଠାରୁ ଋଷରେ ଲଗାତାର ସବୁପଟୁ ଆକ୍ରମଣ କରିବାରେ ଲାଗିଛି ପୁଟିନ ସେନା ।

Read more