ହିନ୍ଦୁ ଧର୍ମବିଶ୍ବାସ ମୋର ମାର୍ଗଦର୍ଶକ: କେମ୍ବ୍ରିଜ୍‌ରେ ‘ରାମ କଥା’ରେ ଯୋଗ ଦେଇ କହିଲେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ

ଲଣ୍ଡନ: ହିନ୍ଦୁ ଧର୍ମବିଶ୍ବାସ ତାଙ୍କୁ ଜୀବନର ସମସ୍ତ କ୍ଷେତ୍ରରେ ଦିଗ୍‌ଦର୍ଶନ ଦେଉଛି ଏବଂ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଭାବେ ତାଙ୍କୁ ସର୍ବୋତ୍ତମ କାର୍ଯ୍ୟ କରିବା ଲାଗି ସାହସ ଦେଉଛି

Read more