ପାକିସ୍ତାନ ଓ ଚୀନର ମୁଖା ଖୋଲିଲା ଭାରତ, ପ୍ରମାଣ ଦେଲେ ବିଦେଶ ମନ୍ତ୍ରୀ

ନୂଆଦିଲ୍ଲୀ ୨୯/୧୦: ଜାତିସଂଘ ସୁରକ୍ଷା ପରିଷଦର ବୈଠକରେ ପାକିସ୍ତାନର ପୋଲ୍ ଖୋଲିଦେଲା ଭାରତ। ୨୬/୧୧ ମୁମ୍ବାଇ ଆତଙ୍କୀ ହମଲାରେ ପାକିସ୍ତାନର କୁତ୍ସିତ ଚେହେରା ଉପରୁ ପରଦା ହଟାଇଛି।

Read more