ଛତିଶଗଡ଼ରେ ବେକାରମାନଙ୍କୁ ମିଳିବ ମାସିକ ଅଢେଇ ହଜାର ଟଙ୍କା

ରାୟପୁର : ଛତିଶଗଡ଼ରେ ବେକାରମାନଙ୍କୁ ଏବେ ଅଢେଇ ହଜାର ଟଙ୍କା ମାସିକ ଭତ୍ତା ମିଳିବ । ରାଜ୍ୟ ବିଧାନସଭାରେ ଉପସ୍ଥାପିତ ବଜେଟରେ ରାଜ୍ୟ ସରକାର ଏହି ଘୋଷଣା

Read more